କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ଉତ୍ପାଦକ କମ୍ପାନୀ ସିରମ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଅଦାର ପୁନାୱାଲା ବଡ଼ ମନ୍ତବ୍ୟ ଦେଇଛନ୍ତି । ୨୦୨୪ ଯାଏଁ ସମସ୍ତଙ୍କୁ ଭ୍ୟାକ୍ସିନ୍ ମିଳିପାରିବ ନାହିଁ । ଦୁନିଆରେ ଥିବା ଲୋକ ସଂଖ୍ୟା ଅନୁସାରେ ସେହି ପରିମାଣରେ ଭ୍ୟାକ୍ସିନ୍ ଉତ୍ପାଦନ ହୋଇପାରିବ ନାହିଁ । ପୁନାୱାଲା ଭାରତର ସମସ୍ତ ଲୋକଙ୍କୁ ଭ୍ୟାକ୍ସିନ୍ ମିଳିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଔଷଧ ନିର୍ମାଣକାରୀଙ୍କ ଏତେ କ୍ଷମତା ନାହିଁ ଯେ … Continue reading କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି