ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର

ନୂଆଦିଲ୍ଲୀ:  ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢିବାରେ  ଲାଗିଛି । ଦେଶବ୍ୟାପି କରୋନା ସଂକଟ ଜାରି ରହିଥିବାବେଳେ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଦେଇଛି ଯେ, ପ୍ଲାଜମା ଥେରାପି ଦ୍ୱାରା କରୋନା ଭାଇରସର ସଫଳ ଚିକିତ୍ସା ହୋଇ ପାରିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ,ପ୍ଲାଜମା ଥେରାପିକୁ ନେଇ ସବୁ ଦାବି ଭୁଲ ଅଟେ ଓ ଏହା ଏପର୍ଯ୍ୟନ୍ତ ପରୀକ୍ଷଣ … Continue reading ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର