NIAର ବଡ଼ ଧରଣର ରେଡ, ଅଲ କାଏଦା ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ କଲା ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏର ବଡ଼ ସଫଳତା । ଅଲ କାଏଦାର ଏକ ବଡ଼ ନେଟୱାର୍କର ପର୍ଦାଫାସ କରିଥିବା ଦାବି କରିଛି ଏନ୍‌ଆଇଏ । ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ । ଏନଆଇଏର ଏହି ରେଡ ସମୟରେ ୯ ଜଣଙ୍କୁ ଗିରଫ କରାଯାଇଛି। କୁହାଯାଉଛି ଯେ ଅଲ-କାଏଦା ସମ୍ବନ୍ଧରେ ସମ୍ପୂର୍ଣ୍ଣ ନୂଆ ମାମଲାକୁ ଆଧାରକରି ଚଢ଼ାଉ କରାଯାଇଛି । କେରଳର ଏରନାକୁଲମରେ ଏବଂ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏହି ଚଢ଼ାଉ କରାଯାଇଛି । … Continue reading NIAର ବଡ଼ ଧରଣର ରେଡ, ଅଲ କାଏଦା ସହ ଜଡ଼ିତ ୯ ଆତଙ୍କବାଦୀଙ୍କୁ କଲା ଗିରଫ