୧୧୪ ପୌରାଞ୍ଚଳ ପାଇଁ ନୂଆ ନିର୍ଦ୍ଦେଶନାମା, କରୋନା ଲକ୍ଷଣ ନଥିଲେ ଘରେ ହେବେ ଚିକିତ୍ସିତ

ଭୁବନେଶ୍ୱର: ୪ ମାସ ହେଲାଣି ସଂଗ୍ରାମ ଜାରି ରହିଛି । ଦିନକୁ ଦିନ କରୋନା ଭୟଙ୍କର ହେଉଥିବାରୁ ଆମ ଷ୍ଟ୍ରାଟେଜିରେ ପରିବର୍ତ୍ତନ ଆଣୁଛୁ । ଦେଶରେ ରେକର୍ଡ ସଂଖ୍ୟକ ୨୮ ହଜାର ସଂକ୍ରମିତ ଦୈନିକ ଚିହ୍ନଟ ହେଉଛନ୍ତି । ୮.୮୦ ଲୋକ ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରେ ୨୩ ହଜାର ୨୦୦ ଜଣଙ୍କ ମୃତ୍ୟୁ ହେଲାଣି । ଦେଶ ଅପେକ୍ଷା ରାଜ୍ୟର ସ୍ଥିତି ଅନେକ ମାତ୍ରାରେ ଭଲ ରହିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା … Continue reading ୧୧୪ ପୌରାଞ୍ଚଳ ପାଇଁ ନୂଆ ନିର୍ଦ୍ଦେଶନାମା, କରୋନା ଲକ୍ଷଣ ନଥିଲେ ଘରେ ହେବେ ଚିକିତ୍ସିତ