ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ କରୋନା ରୋଗୀଙ୍କ ପଜିଟିଭ କେସ । ଗୋଟିଏ ଗୋଟିଏ ହୋଇ ରାଜ୍ୟର ୧୬ ଜିଲ୍ଲାରେ ପହଞ୍ଚିଛି କରୋନା ସଂକ୍ରମଣ । ଆଜି ପୁଣି ଆଉଗୋଟିଏ ନୂଆ ଜିଲ୍ଲାକୁ ନିଜ କବଳକୁ ନେଇଛି ଭୟଙ୍କର କରୋନା । ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ୨ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯଦି ଆମେ କହିବା ପୂର୍ବରୁ ଗଞ୍ଜାମ … Continue reading ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି