ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ୫ ବର୍ଷର ଛୁଆର ତଣ୍ଟିଚିପି ହତ୍ୟା । ପଡ଼ୋଶୀ ମହିଳାଙ୍କ ଏହି କାଣ୍ଡ ପରେ ଖେଳିଯାଇଛି ଆତଙ୍କ । ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଖଣ୍ଡଗିରି ଥାନା କୋଳଥିଆ ରାଜୀବ ନଗରରେ । ଶିଶୁକୁ ହତ୍ୟା ପରେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ସୂଚନା ଅନୁସାରେ, ଶିଶୁଟି ପ୍ରତିଦିନ ପଡ଼ିଶା ଘରକୁ ଖେଳିବାକୁ ଯାଇଥାଏ । ପ୍ରତିଦିନ … Continue reading ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…
Copy and paste this URL into your WordPress site to embed
Copy and paste this code into your site to embed