କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’…ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ସମଗ୍ର ଦେଶ ସହ ରାଜ୍ୟ ମଧ୍ୟ କରୋନା ଆତଙ୍କ କାରଣରୁ ଲକଡାଉନ୍ ଭିତରେ ଅଛି । ଚଲିତ ମାସ ତଥା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲକଡାଉନ୍‌ ଘୋଷଣା କରାଯାଇଛି । ରାଜ୍ୟରେ ଲକଡାଉନ୍ ଅନେକ ପରିବାରର ଜୀବନଯାପନ ଉପରେ ଖରାପ ପ୍ରଭାବ ପକାଇଛି । ତେବେ ଏହି ଲକଡାଉନ୍ ସମୟରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । … Continue reading କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’…ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍