କରୋନା ବିପତ୍ତିରେ ଭିନ୍ନକ୍ଷମ ଏବଂ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ‘ଆପଣଙ୍କ ସହ ଆମେ’ ଅଭିଯାନ ।  ଖବର ନୁହେଁ, ଭୋକିଲାଙ୍କ ପେଟରେ ମୁଠେ  ଆହାର ଦେବା ପାଇଁ  ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି । ଲକଡାଉନ ସମୟରେ ସଟଡାଉନ୍‌ ହୋଇଛି ରୋଜଗାର । ଖଟିଖିଆଙ୍କ ପକେଟକୁ ଆସୁନି ଟଙ୍କା । ମିଳୁନି ଖାଦ୍ୟ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରୀୟ ପରିଯୋଜନା ନିର୍ମାଣ ସଂସ୍ଥା ସହ ହାତ ମିଳାଇ ନନ୍ଦିଘୋଷ ଟିଭି ନୟାପଲ୍ଲୀ ଏକାମ୍ରଭିଲ୍ଲା ବସ୍ତିରେ ଘରେ ଘରେ ଫସି ରହିଥିବା … Continue reading କରୋନା ବିପତ୍ତିରେ ଭିନ୍ନକ୍ଷମ ଏବଂ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି