ମହେନ୍ଦ୍ର ସିଂ ଧୋନୀ ବା ମାହି…ଏମିତି ଏକ ପରିଚିତ ନାମ ଯାହା କ୍ରିକେଟପ୍ରେମୀଙ୍କ ହୃଦୟରେ ଏକ ବିରାଟ ସ୍ଥାନ ଅକ୍ତିଆର କରିପାରିଛି , ସେ ଫିଲ୍ଡ଼କୁ ଓହ୍ଲାଇଲେ ଦେଖିବାକୁ ମିଳେ ଜବରଦସ୍ତ କ୍ରେଜ୍ ,ତାଙ୍କ କ୍ରୀଡ଼ା ଦକ୍ଷତା ହେଉ ଅବା ନମ୍ର ବ୍ୟବହାର ସବୁଥିରେ ଆକୃଷ୍ଟ ହୁଅନ୍ତି ପ୍ରଶଂସକ । ତେବେ କୁଲ୍ କ୍ୟାପଟାନର ଟ୍ୟାଗ ପାଇସାରିଥିବା ଧୋନୀଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଅବିସ୍ମରଣୀୟ ମୁହୂର୍ତ୍ତ ରହିଛି । ଆଜ୍ଞା ହଁ ତାଙ୍କ ସ୍ମୃତିପଟୁରେ ଏମିତି କିଛି … Continue reading ମାହିଙ୍କ ଅବିସ୍ମରଣୀୟ ସ୍ମୃତି
Copy and paste this URL into your WordPress site to embed
Copy and paste this code into your site to embed