ଉପ ନିର୍ବାଚନ ପୂର୍ବରୁ ଜ୍ୟୋତିରାଦିତ୍ୟ କ୍ୟାମ୍ପର ୨ ମନ୍ତ୍ରୀଙ୍କ ଇସ୍ତଫା
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାର ୨୮ ସିଟ୍ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବା । ଏହି ଉପ ନିର୍ବାଚନରେ ଜାତୀୟ ଦଳ ସହ କିଛି ଆଞ୍ଚଳିକ ଦଳ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସୁଛି , ବିନା ବିଧାୟକ ହୋଇ ଛଅ ମାସ ହେଲା ମନ୍ତ୍ରୀ ଥିବା ତୁଳସୀ ସିଲାବଟ ଏବଂ ଗୋବିନ୍ଦ ରାଜପୁତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନଙ୍କୁ ନିଜ ଇସ୍ତଫା … Continue reading ଉପ ନିର୍ବାଚନ ପୂର୍ବରୁ ଜ୍ୟୋତିରାଦିତ୍ୟ କ୍ୟାମ୍ପର ୨ ମନ୍ତ୍ରୀଙ୍କ ଇସ୍ତଫା
Copy and paste this URL into your WordPress site to embed
Copy and paste this code into your site to embed