‘ମଦ ମାଫିଆଙ୍କ ସହ ଜଡ଼ିତ ପ୍ରଦୀପ, ଝିଅ ବାହାଘର ନେଇ ଆଣିଥିଲେ ଟଙ୍କା’

ବ୍ରହ୍ମପୁର: ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପରେ ସାମ୍ୱାଦିକ ସମ୍ମିଳନୀ କରି ପ୍ରଦୀପଙ୍କ ଦୁର୍ନୀତି ଲମ୍ୱା ତାଲିକା ବଖାଣିଛନ୍ତି ଶ୍ରୀ ଜେନା । ୨୦୦୪ ମସିହା ଠାରୁ କ୍ଷମତାର ଅପବ୍ୟବହାର କରି ସେ ବହୁ ଦୁର୍ନୀତି କରିଥିବା ସେ ଅଭିଯୋଗ ଆଣିଛନ୍ତି । ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ଜମି, କରାପଲ୍ଲୀ ପଞ୍ଚାୟତ ବିକ୍ରମପୁରରେ ଜମି … Continue reading ‘ମଦ ମାଫିଆଙ୍କ ସହ ଜଡ଼ିତ ପ୍ରଦୀପ, ଝିଅ ବାହାଘର ନେଇ ଆଣିଥିଲେ ଟଙ୍କା’