ଚାଷ ସମସ୍ୟା ପାଇଁ ପ୍ରତି ସୋମବାର ପଞ୍ଚାୟତରେ ହେବ ବୈଠକ

ଭୁବନେଶ୍ୱର: କୋଭିଡ ଯୁଦ୍ଧ ସହ ସମାନ୍ତରାଳ ଭାବେ ଚାଲିଛି ଚାଷୀ ଓ ଚାଷର ବିକାଶ ଯୋଜନା । ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ଚଳିତ ଖରିଫରେ ୬୨ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏଥିରୁ ୯୨ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ସମ୍ଭାବନା ରହିଛି । ତେବେ ତୃଣମୂଳ ସ୍ତରରେ … Continue reading ଚାଷ ସମସ୍ୟା ପାଇଁ ପ୍ରତି ସୋମବାର ପଞ୍ଚାୟତରେ ହେବ ବୈଠକ