କରୋନାରେ ମୃତକଙ୍କ ଶବ ସତ୍କାର ନେଇ ଗାଇଡଲାଇନ୍‌: ମୃତଦେହକୁ ଦେଖିପାରିବେ ସମ୍ପର୍କୀୟ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମିଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏ ବିଷୟରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରମାନଙ୍କୁ ଚିଠି ଅବଗତ କରାଇଛନ୍ତି । କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର ନେଇ ସର୍ତ୍ତମୂଳକ ଅନୁମତି ଦିଆଯିବ । ମୃତଦେହ ନ ଛୁଇଁ ଧର୍ମୀୟ ବ୍ୟବସ୍ଥାରେ ସତ୍କାର … Continue reading କରୋନାରେ ମୃତକଙ୍କ ଶବ ସତ୍କାର ନେଇ ଗାଇଡଲାଇନ୍‌: ମୃତଦେହକୁ ଦେଖିପାରିବେ ସମ୍ପର୍କୀୟ