ଗାଙ୍ଗୁଲି, କୋହଲି ଓ ତମନ୍ନାଙ୍କ ପାଇଁ ଅଡୁଆ: ନୋଟିସ ଜାରି କଲା ମାଡ୍ରାସ ହାଇକୋର୍ଟ
ନୂଆଦିଲ୍ଲୀ: ଲୋକଙ୍କ ପାଇ ଅହିତକର ଉତ୍ପାଦ ଓ ସେବାକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଆସିଛି ପୂର୍ବତନ କ୍ରିକେଟ ଖେଳାଳି ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି । ଏହି ଦୁହିଁଙ୍କ ବ୍ୟତୀତ ଅଭିନେତ୍ରୀ ତମନ୍ନା ଭାଟିଆ, ଅଭିନେତା ପ୍ରକାଶ ରାଜ ଓ ସୁଦୀପଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ମାଡ଼୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ବୁଧବାର ଏମାନଙ୍କୁ ନୋଟିସ … Continue reading ଗାଙ୍ଗୁଲି, କୋହଲି ଓ ତମନ୍ନାଙ୍କ ପାଇଁ ଅଡୁଆ: ନୋଟିସ ଜାରି କଲା ମାଡ୍ରାସ ହାଇକୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed