ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?

ଭୁବନେଶ୍ୱର: ନଜଗହିଳ ସହର ଗୁଡ଼ିକରେ କରୋନା ସଂକ୍ରମଣ ଆଶଙ୍କା ଗ୍ରାମାଞ୍ଚଳଠାରୁ ଅଧିକ ରହିଛି । ନ୍ୟୁୟର୍କ ସହର ଓ ପୁରୀ ସହର ଲୋକସଂଖ୍ୟା ସହିତ ସମାନ । ରାଜ୍ୟରେ ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ ଜଣାପଡ଼ିଥିଲା । ମାର୍ଚ୍ଚ ୧୯ରେ ଦ୍ୱିତୀୟ ପଜିଟିଭ ଓ ମାର୍ଚ୍ଚ ୨୬ରେ ତୃତୀୟ ପଜିଟିଭ ଜଣାପଡ଼ିଥିଲା । ଆପଣଙ୍କ ସଚେତନତା ଯୋଗୁଁ ଆମେ ତୃତୀୟ ପଜିଟିଭରେ ସୀମିତ ଅଛନ୍ତି । ଲକଡାଉନ୍‌ରେ ଓଡ଼ିଶାବାସୀଙ୍କ ସହଯୋଗ ପ୍ରଶଂସାଯୋଗ୍ୟ । ଆଜି ସରକାରଙ୍କ କରୋନା … Continue reading ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?