କରୋନା ଯୋଦ୍ଧାଙ୍କୁ ଅପମାନ : ଅଧିକାରୀଙ୍କୁ ପାସ ମାଗିଲେ ବୋଲି ଚୌକିଦାର ହେଲେ ବସଉଠ୍ !
ବିହାର: ବିହାରର ଆରରୀୟା ଜିଲ୍ଲାରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଚିରେ ଦେଖାଯାଇଛି ଯେ, ଜଣେ ପୋଲିସ୍ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ହାତ ଯୋଡ଼ି ଠିଆ ହୋଇଛନ୍ତି ଏବଂ ପରେ ସେ ସେହି ବ୍ୟକ୍ତିଙ୍କ ସାମ୍ନାରେ ବସଉଠ୍ ହେଉଛନ୍ତି । ଭିଡିଓର ଯାଞ୍ଚ କରିବା ପରେ ଜଣାପଡିଛି ଯେ ଯେଉଁ ସରକାରୀ ଅଧିକାରୀ ପୋଲିସ କର୍ମଚାରୀଙ୍କୁ ଉଠବସ୍ ହେବାର ଦଣ୍ଡ ଦେଉଥିବା ଏବଂ କ୍ଷମା ମାଗିବାକୁ କହୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି … Continue reading କରୋନା ଯୋଦ୍ଧାଙ୍କୁ ଅପମାନ : ଅଧିକାରୀଙ୍କୁ ପାସ ମାଗିଲେ ବୋଲି ଚୌକିଦାର ହେଲେ ବସଉଠ୍ !
Copy and paste this URL into your WordPress site to embed
Copy and paste this code into your site to embed