ଦେଶରେ ଲାଗୁ ହେବ ଲକଡାଉନ୍ ୪.୦, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏବେ ହଟିବନି ଲକଡାଉନ୍ । ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୧୭ରେ ସରୁଛି । ୧୮ ତାରିଖ ପୂର୍ବରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନେଇ ଘୋଷଣା ହେବ । ଏହାର ରୂପ ସମ୍ପୂର୍ଣ୍ଣ ଭିନ୍ନ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ସ୍ପଷ୍ଟ କରିଛନ୍ତି । ରାଜ୍ୟ ଗୁଡ଼ିକର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । Based on the suggestions by states, information related to lockdown … Continue reading ଦେଶରେ ଲାଗୁ ହେବ ଲକଡାଉନ୍ ୪.୦, ଘୋଷଣା କଲେ ପ୍ରଧାନମନ୍ତ୍ରୀ