କାଲିଠୁ ଆରମ୍ଭ ହେବ ଲକ୍ଡାଉନ୍ 3.0: ଜାଣନ୍ତୁ କଣ ରହିବ କଟକଣା
ଭୁବନେଶ୍ୱର: ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସରୁଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ଲକ୍ଡାଉନ୍ 3.0 । ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ସମୟରେ ଜୋନ୍ ହିସାବରେ କଟକଣାକୁ କୋହଳ କରାଯାଇଛି । ପୂର୍ବ ଦୁଇ ପର୍ଯ୍ୟାୟ ଲକ୍ଡାଉନ୍ ଠାରୁ ଏହି ପର୍ଯ୍ୟାୟରେ କଟକଣାକୁ କୋହଳ କରାଯାଇଛି । ଲକ୍ଡାଉନ୍ ବଢିବା ସହ ଲାଗିଲା ଜୋନ୍ୱାରୀ କଟକଣା । ତିନୋଟି ଜୋନରେ ଭାଗ ଭାଗ କରି କଟକଣା କୋହଳ କରିବାକୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । … Continue reading କାଲିଠୁ ଆରମ୍ଭ ହେବ ଲକ୍ଡାଉନ୍ 3.0: ଜାଣନ୍ତୁ କଣ ରହିବ କଟକଣା
Copy and paste this URL into your WordPress site to embed
Copy and paste this code into your site to embed