ବିଶ୍ରାମ ନେବାକୁ ସମୟ ନାହିଁ: ଟ୍ରୋଲି ବ୍ୟାଗ୍ରେ ଶୋଇଥିବା ପୁଅକୁ ଟାଣି ଟାଣି ନେଲା ମାଆ
ନୂଆଦିଲ୍ଲୀ: ଦେଶର ନିର୍ମାଣ ଏବଂ ବିକାଶରେ ଜଣେ ଶ୍ରମିକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି | କିନ୍ତୁ ଲକ୍ଡାଉନ୍ ଯୋଗୁଁ ଅନେକ ଶ୍ରମିକ ଚାକିରି ହରାଇଛନ୍ତି । ଫଳରେ ଦୈନନ୍ଦିନ ଜୀବନ ଯାପନରେ ନା ନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଦେଶରେ ଲକ୍ଡାଉନ୍ ଲାଗୁ ହୋଇଥିବ ସତ୍ତ୍ୱେ ଶ୍ରମିକଙ୍କ ପଳାୟନ ଜାରି ରହିଛି। ଯିବା ପାଇଁ କୌଣସି ସାଧନ ନଥିବାରୁ ବାଧ୍ୟ ହୋଇ ଶ୍ରମିକମାନେ ଚାଲି ଚାଲି ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି … Continue reading ବିଶ୍ରାମ ନେବାକୁ ସମୟ ନାହିଁ: ଟ୍ରୋଲି ବ୍ୟାଗ୍ରେ ଶୋଇଥିବା ପୁଅକୁ ଟାଣି ଟାଣି ନେଲା ମାଆ
Copy and paste this URL into your WordPress site to embed
Copy and paste this code into your site to embed