ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ ପାଖକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ହତ୍ୟା କରିବା ପାଇଁ ହ୍ୱାଟସଆପରେ ଧମକ ଆସିଛି ।  ଉତ୍ତର ପ୍ରଦେଶର ୧୧୨ ହେଲ୍ପଡେସ୍କର ହ୍ୱାଟସଆପ୍ ନମ୍ବରକୁ ଆସିଥିବା ମେସେଜରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ମେସେଜରେ ଯୋଗୀଙ୍କୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି କୁହାଯାଇଛି । ପୋଲିସ ପକ୍ଷରୁ ଏନେଇ ଗୋମତିନଗର ଥାନାରେ ଏଫଆଇଆର ଦାଏର ହେବା ପରେ ଏସଟିଏଫ ତରଫରୁ ତଦନ୍ତ ଆରମ୍ଭ ହୋଇଛି । କେଉଁ ନମ୍ବରରୁ … Continue reading ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍