ଅନୁଭବଙ୍କ ଚିଠିରେ ବର୍ଷାଙ୍କ ଉତ୍ତର, ‘ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ’

ଭୁବନେଶ୍ୱର: ଅନୁଭବ ଓ ବର୍ଷାଙ୍କ ଭିତରେ ଚିଠି ଯୁଦ୍ଧ । ବର୍ଷାଙ୍କ ପାଇଁ ଅନୁଭବ ଲେଖିଲେ ଚିଠି । ଚିଠିରେ ବର୍ଷାଙ୍କ ପ୍ରତିଥିବା ଭାବାବେଗ ଦର୍ଶାଇଛନ୍ତି ଅନୁଭବ । କହିଛନ୍ତି, ଆମେ ଗୋଟିଏ କଲେଜରେ ପଢୁଥିଲେ । ହେଲେ କେବେ କାହା ସହ ସାକ୍ଷାତ ହୋଇନଥିଲା । ଆମ ଘରେ ଆୟୋଜିତ ହନୁମାନ ଚାଳିଶା କାର୍ଯ୍ୟକ୍ରମକୁ ତୁମେ ଆସିଥିଲ । ସେଇଠି ତୁମ ସହ ଦେଖା ସାକ୍ଷାତ ହୋଇଥିଲା । ୨୦୦୬ରେ ଆମେ ଏକାଠି ଦୁଇଟି ସିନେମାରେ … Continue reading ଅନୁଭବଙ୍କ ଚିଠିରେ ବର୍ଷାଙ୍କ ଉତ୍ତର, ‘ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ’