୧୯୯୯ ମସିହା ଅକ୍ଟୋବର ୨୯ । ଘଣ୍ଟା ପ୍ରତି ୩୦୦ କିମି ବେଗରେ ମାଡ଼ି ଆସୁଥିଲା ପବନ । ଛିନଛତ୍ର କରି ଦେଇଥିଲା ସବୁକିଛି । ୩୦ ଘଣ୍ଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ପାରାଦୀପର ଷଣ୍ଢକୁଦ ବସ୍ତି … Continue reading କେମିତି ଥିଲା ମହାବାତ୍ୟା ?
Copy and paste this URL into your WordPress site to embed
Copy and paste this code into your site to embed