କୁଆଡେ ଗଲେ ଉତ୍ତର କୋରିଆ ଶାସକ, କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍…‌

ୱାସିଂଟନ୍: କୁଆଡେ ଗଲେ ଉତ୍ତର କୋରିଆ ଶାସକ । କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍‌ । ଏଭଳି ଅନେକ ପ୍ରଶ୍ନ ଗତ କିଛି ଦିନ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି କିମ ଜଙ୍ଗ ଉନ୍‌ଙ୍କ ବୈଦେଶିକ ପରାମର୍ଶଦାତା ମୁନ ଚଙ୍ଗ ଇନ୍‌ । ଆମେରିକାର ଜାତୀୟ ଗଣମାଧ୍ୟମ ସିଏନଏନକୁ ସୂଚନା ଦେଇ ମୁନ ଚଙ୍ଗ ଇନ କହିଛନ୍ତି, ସୁସ୍ଥ ଅଛନ୍ତି ଉତ୍ତର କୋରିଆ ଶାସକ । … Continue reading କୁଆଡେ ଗଲେ ଉତ୍ତର କୋରିଆ ଶାସକ, କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍…‌