kanpur gangster vikas dubey: ସନ୍ନି ଦେୱଲଙ୍କ ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ଥିଲା ବିକାଶ ଦୁବେ

ନୂଆଦିଲ୍ଲୀ: କାନପୁର ଗ୍ୟାଙ୍ଗଷ୍ଟର ତଥା ୮ ପୋଲିସଙ୍କ ହତ୍ୟାକାରୀ ବିକାଶ ଦୁବେ ଗୁରୁବାର ଦିନ ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିରରୁ ଗିରଫ ହୋଇଛି । ପୋଲିସ ହାତରେ ଧରା ପଡିବା ବେଳେ ମଧ୍ୟ ବିକାଶ ମୁହଁରେ ସେଇ ପୁରୁଣା ଦମ୍ଭ ଥିଲା । ମୁଁ କାନପୁର ବାଲା ବିକାଶ ଦୁବେ ବୋଲି ପୋଲିସକୁ ସେ କହୁଥିଲା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅପରାଧିର ପାପ ମହାକାଳଙ୍କ ଦର୍ଶନ ଦ୍ୱାରା ଧୋଇଯିବନି ବୋଲି କହିଛନ୍ତି … Continue reading kanpur gangster vikas dubey: ସନ୍ନି ଦେୱଲଙ୍କ ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ଥିଲା ବିକାଶ ଦୁବେ