ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟରେ ଯୋଗଦେଲେ ମଧ୍ୟପ୍ରଦେଶର ତୁଙ୍ଗ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଠାରୁ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ଜ୍ୟୋତିରାଦିତ୍ୟ । ପୁଷ୍ପଗୁଚ୍ଛ ପ୍ରଦାନ ସହ ଦଳକୁ ସ୍ୱାଗତ  ଜେ.ପି ନଡ୍ଡା । ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବେ ପରେ ବିଜେପିରେ ଜ୍ୟୋତିରାଦିତ୍ୟ ଯୋଗଦେବା ନେଇ ଖୁବ୍ ଜୋରସୋରରେ ଚର୍ଚ୍ଚା ହେଉଥିଲା ।  ପ୍ରଧାନମନ୍ତ୍ରୀ, ଜେ.ପି ନଡ୍ଡାଙ୍କ … Continue reading ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା