ଝାଡ଼ଖଣ୍ଡ ବିଧାନସଭା ଭୋଟ୍ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲିଛି ବିଜେପି

ରାଞ୍ଚି: ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ପ୍ରଥମରୁ ଟ୍ରେଣ୍ଡରେ ବିଜେପିକୁ କଡ଼ା ଟକ୍କର ଦେଉଛି ଜେଏମ୍ଏମ୍ ମେଣ୍ଟ । ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ୩୮ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୩୩ ସିଟରେ ଆଗେଇ ଚାଲିଛି । ଜେଭିଏମ୍ ୪, ଆଜସୁ ୨ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନରେ ଆଗୁଆ ରହିଛନ୍ତି ।ଝାଡ଼ଖଣ୍ଡ ବିଧାନସଭାର ବହୁମତ ହେଉଛି ୪୧ । ଟ୍ରେଣ୍ଡ ଅନୁସାରେ ଝାଡ଼ଖଣ୍ଡରେ ତ୍ରିଶଙ୍କୁ … Continue reading ଝାଡ଼ଖଣ୍ଡ ବିଧାନସଭା ଭୋଟ୍ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲିଛି ବିଜେପି