ଘରକୁ ଫେରିଲେ ଗଜପତିର ଜଗପତି, ଫେରାଇ ଆଣିଲା ଓଡ଼ିଶା ମୋ ପରିବାର
ଭୁବନେଶ୍ୱର: ବିଜେଡିର ସମାଜସେବା ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’ର ଉଦ୍ୟମ ଓ ସହଯୋଗ ସଫଳ ହେଲା । ଦୀର୍ଘ ୩୫ ବର୍ଷ ଧରି ପରିବାରଠାରୁ ବିଚ୍ଛିନ୍ନ ହୋଇ ରହିଥିବା ବ୍ୟକ୍ତି ଘରକୁ ଫେରିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ‘ଓଡ଼ିଶା ମୋ ପରିବାର’ର ମିଳିତ ଉଦ୍ୟମ ତଥା ଗଜପତି ଜିଲ୍ଲାପାଳ ଓ ଶ୍ରମ କମିଶନ୍ ସହଯୋଗ ବଳରେ ଘରକୁ ଫେରିଛନ୍ତି ଜଗପତି କାର୍ଜି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଗପତି ୩୫ ବର୍ଷ ତଳେ ଜୀବିକା … Continue reading ଘରକୁ ଫେରିଲେ ଗଜପତିର ଜଗପତି, ଫେରାଇ ଆଣିଲା ଓଡ଼ିଶା ମୋ ପରିବାର
Copy and paste this URL into your WordPress site to embed
Copy and paste this code into your site to embed