ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓଡ଼ିଆ ଆଇପିଏସ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ସଫା କରୁଥିବା ବେଳେ ପୋଲିସ ବିଭାଗରେ ଦେଖିବାକୁ ମିଳୁଛି ମତଭେଦ । ଜମ୍ମୁ-କାଶ୍ମୀରରେ ଦୁଇଜଣ ବଡ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ମତଭେଦ ହୋଇ କଥା ଥାନାକୁ ଯାଇଛି । ଜଣେ ପୋଲିସ ଅଧିକାରୀ ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥ ପୋଲିସ ଡିଜି ଦିଲବାଗ ସିଂହଙ୍କ ବିରୋଧରେ ଜମ୍ମୁ ଜିଲ୍ଲାର ଗାନ୍ଧୀ ନଗର ଥାନାରେ ଏତଲା ଦେଇଛନ୍ତି । ଓଡ଼ିଆ ଆଇପିଏସ … Continue reading ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓଡ଼ିଆ ଆଇପିଏସ