ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ

  କରୋନା କାରଣରୁ ଏଥର ଆଇପିଏଲ ଟଳିପାରେ । ଆଇପିଏଲର ଭାଗ୍ୟ ସୂତାଖିଅରେ ଝୁଲୁଛି । ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନ ୧୩ ବାତିଲ ହେବା ପ୍ରାୟତଃ ନିଶ୍ଚିତ । ଆଇପିଏଲକୁ ବାତିଲ କରିବା ପାଇଁ କିମ୍ବା ତାରିଖ ଘୁଞ୍ଚାଇବା ପାଇଁ ବିସିସିଆଇ ଚିନ୍ତା କରୁଛି ।  ଏନେଇ ଅନ୍ତିମ ନିଷ୍ପତି ଶନିବାର ଦିନ ନିଆଯିବ । ବିସିସିଆଇ ଶନିବାର ଦିନ ମୁମ୍ବାଇରେ ଆଇପିଏଲ ଗଭର୍ଣ୍ଣିଂ ବଡି ବୈଠକ ଡକାଇଛି … Continue reading ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ