ସବ୍ କଣ୍ଟ୍ରାକ୍ଟରଙ୍କୁ ଠକୁଛି IOCL ! ବର୍ଷେ ହେଲା ଦେଉ ନାହିଁ ଟଙ୍କା

ପାରାଦୀପ: ଆଇଓସିଏଲରୁ ବର୍ଷେ ହେଲା ଟଙ୍କା ପାଉ ନାହାନ୍ତି ସବ୍ କଣ୍ଟ୍ରାକ୍ଟର । ୩୨ କଣ୍ଟ୍ରାକ୍ଟରଙ୍କର ୧୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବାକି ପଡିଛି ଆଇଓସିଏଲ ଉପରେ । କରୋନା ବା କୋଭିଡ୍‌-୧୯ର ପ୍ରଭାବ ସମସ୍ତ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ଆଇଓସିଏଲ କର୍ତୃପକ୍ଷଙ୍କ ମନମୁଖୀ ଓ ଦାୟିତ୍ୱହୀନତା ଯୋଗୁଁ ଦୁର୍ଦିନରେ ସବ କଣ୍ଟ୍ରାକ୍ଟର । ଏହି ଠିକାଦାର ମାନେ ଆଇଓସିଏଲ୍‌ରେ ଟେଣ୍ଡର ପାଇଥିବା ପୁଞ୍ଜିଲୋଏଡ ଠିକାସସ୍ଥା ଅଧିନରେ ଠିକାଦାରୀ କରୁଥିଲେ । ଏହି ଟଙ୍କା … Continue reading ସବ୍ କଣ୍ଟ୍ରାକ୍ଟରଙ୍କୁ ଠକୁଛି IOCL ! ବର୍ଷେ ହେଲା ଦେଉ ନାହିଁ ଟଙ୍କା