ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ

ନୂଆଦିଲ୍ଲୀ : ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ । ଗତ ସୋମବାର ପୂର୍ବ ଲଦାଖର ଡେମୋଚୋକ୍ ସେକ୍ଟରରେ ଭାରତୀୟ ସେନା ଦ୍ୱାରା ଗିରଫ ହୋଇଥିଲେ ଚୀନ ସୈନିକ । ମଙ୍ଗଳବାର ରାତିରେ ଚୀନ ସେନାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି । ରାତିରେ ଚୁସୁଲ ମୋଲଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଚୀନ୍ ସୈନିକ କର୍ପୋରାଲ ୱାଙ୍ଗ ୟା ଲଙ୍ଗଙ୍କୁ ଚୀନ୍ ସେନାକୁ ହସ୍ତାନ୍ତର କରିଥିବା ସୂଚନା ରହିଛି । ଭାରତୀୟ ସେନା ପକ୍ଷରୁ ସୋମବାର … Continue reading ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ