ଭାରତ ଏବଂ ଜାପାନ ସ୍ୱାକ୍ଷର କଲେ ଏମିତି ଚୁକ୍ତି ଯାହାଦ୍ୱାରା ବଢ଼ିପାରେ ଚୀନର ଅଡୁଆ

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ଏମିତି ଚୁକ୍ତି କରିଛନ୍ତି ଯାହାଦ୍ୱାରା ଚୀନକୁ ଅସୁବିଧା ବୋଇପାରେ । କାରଣ ଏହି ଚୁକ୍ତିରେ ପରେ ଚୀନ କିଛି ବି ପଦକ୍ଷେପ ନେବା ପୂର୍ବରୁ ବହୁବାର ଚିନ୍ତା କରିବ । ଭାରତ ଏବଂ ଜାପାନ ମଧ୍ୟରେ ଏହି ଡିଲ୍ ସାମରିକ ବାହିନୀର ଯୋଗାଣ ଏବଂ ସେବା ବିନିମୟ ବିଷୟରେ ଅଟେ । ଏହା ପୂର୍ବରୁ ଭାରତ ଆମେରିକା, ଫ୍ରାନ୍ସ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆ ସହିତ ଏଭଳି ଡିଲ କରିସାରିଛି … Continue reading ଭାରତ ଏବଂ ଜାପାନ ସ୍ୱାକ୍ଷର କଲେ ଏମିତି ଚୁକ୍ତି ଯାହାଦ୍ୱାରା ବଢ଼ିପାରେ ଚୀନର ଅଡୁଆ