ଦେଶରେ ପ୍ରତିଦିନ କରୋନା ପାଇଁ ମରୁଛନ୍ତି ହଜାରେରୁ ଅଧିକ ଲୋକ, ସୁସ୍ଥ ହେଲେଣି ୩୭ ଲକ୍ଷରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ  ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ହୁ ହୁ ହୋଇ କରୋନା ସଂକ୍ରମଣ ଭାରତରେ ବ୍ୟାପୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪,୩୭୨ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ସେପ୍ଟେମ୍ବର ୧୧ ରେ କରୋନା ସଂକ୍ରମଣର ଏକ ନୂଆ ରେକର୍ଡ ୯୭,୫୭୦ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଥିଲା । ଏଥି ସହିତ ୨୪ ଘଣ୍ଟାରେ ୧୧୧୪ ଜଣ ଲୋକ କରୋନାରେ ପ୍ରାଣ … Continue reading ଦେଶରେ ପ୍ରତିଦିନ କରୋନା ପାଇଁ ମରୁଛନ୍ତି ହଜାରେରୁ ଅଧିକ ଲୋକ, ସୁସ୍ଥ ହେଲେଣି ୩୭ ଲକ୍ଷରୁ ଅଧିକ ରୋଗୀ