ଚୀନ୍ ସୀମାନ୍ତରେ ଏୟାର ଷ୍ଟ୍ରିପ୍ ତିଆରି କରୁଛି ଭାରତ, ଲଦାଖରେ ବୋଫୋର୍ସ ମୁତୟନ

ନୂଆଦିଲ୍ଲୀ: ଲଦାଖରେ ମାସେ ହେଲା ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ମାମଲାର ସମାଧାନ ପାଇଁ ୨ ଦେଶ କଥାବାର୍ତ୍ତା କରୁଛନ୍ତି । କିନ୍ତୁ, ସୀମାରେ ଭାରତ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । ସବୁ ପରିସ୍ଥିତିର ମୁକାବିଲା ପାଇଁ ଭାରତ ଲଦାଖ ନିକଟ ବାସ୍ତିବିକ ସୀମା ରେଖା (LAC)ରେ ଏୟାର୍ ଷ୍ଟ୍ରିପ୍ ତିଆରି କରୁଛି । ଏଥିସହ ବୋଫୋର୍ସ ଆର୍ଟିଲରିକୁ ମୁତୟନ କରାଯାଉଛି । ଅନନ୍ତନାଗ ନିକଟର ଏନ୍ଏଚ୍-୪୪ରେ ଜରୁରୀକାଳୀନ ଏୟାର ଷ୍ଟ୍ରିପ୍ … Continue reading ଚୀନ୍ ସୀମାନ୍ତରେ ଏୟାର ଷ୍ଟ୍ରିପ୍ ତିଆରି କରୁଛି ଭାରତ, ଲଦାଖରେ ବୋଫୋର୍ସ ମୁତୟନ