ଓଡ଼ିଶାରେ କରୋନା ଷ୍ଟେଜ-୨ ରୁ ଷ୍ଟେଜ-୩କୁ ପ୍ରବେଶ କରିଥିବା ଆଶଙ୍କା: ସୁବ୍ରତ ବାଗଚୀ
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି କରେନା ମୁ୍କାବିଲା କମିଟିର ମୁ୍ଖ୍ୟ ମୁ୍ଖପାତ୍ର ସୁବ୍ରତ ବାଗଚୀ। ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ ସେଠାରୁ ସେ ହରିୟାଣା ଯାଇଥିଲେ । ୧୦ ମାର୍ଚ୍ଚରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ତାଙ୍କ ସ୍ତ୍ରୀ ଓ ଝିଅ ସହ ଭୁବନେଶ୍ବରରେ ପହଞ୍ଚିଥିଲେ । ୧୩ ମାର୍ଚ୍ଚରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କଲେ। ୧୬ ମାର୍ଚ୍ଚରେ ସେ … Continue reading ଓଡ଼ିଶାରେ କରୋନା ଷ୍ଟେଜ-୨ ରୁ ଷ୍ଟେଜ-୩କୁ ପ୍ରବେଶ କରିଥିବା ଆଶଙ୍କା: ସୁବ୍ରତ ବାଗଚୀ
Copy and paste this URL into your WordPress site to embed
Copy and paste this code into your site to embed