ଅନଲାଇନ୍ ମଦ ବିକ୍ରି ହେବାର ଥିଲା କିନ୍ତୁ ଲୋକ ସକାଳୁ ସକାଳୁ ଦୋକାନରୁ ବୋହିଲେ ମଦ !

ଭୁବନେଶ୍ୱର: ରାଜଧାନୀରେ ଖୋଲାଖୋଲି ମଦ କାରବାର। ବାପୁଜୀନଗର କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ କାଉଣ୍ଟରରୁ ମଦ କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଭୁବନେଶ୍ୱର ବାପୁଜୀନଗରରେ ବେଆଇନ୍‌ ଭାବେ ମଦ କାରବାର ଚାଲିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୋକାନ ବନ୍ଦ କରାଯାଇଛି । ସେହିପରି ଡମଣାରେ ମଧ୍ୟ ମଦ ଦୋକାନ ଆଗରେ ପ୍ରବଳ … Continue reading ଅନଲାଇନ୍ ମଦ ବିକ୍ରି ହେବାର ଥିଲା କିନ୍ତୁ ଲୋକ ସକାଳୁ ସକାଳୁ ଦୋକାନରୁ ବୋହିଲେ ମଦ !