ପଢ଼ନ୍ତୁ ଦେଶରେ କରୋନାର ସ୍ଥିତି ନେଇ କ’ଣ କହୁଛି ଆଇସିଏମ୍‌ଆର ରିପୋର୍ଟ

ନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବରୁ ଇଣ୍ଡିଆନ୍‌ କାଉନସିଲ୍ ଅଫ୍‌ ମେଡିକାଲ ରିସର୍ଚ୍ଚ କରୋନା ଭାଇରସ୍‌କୁ ନେଇ ରେଣ୍ଡମ୍ ସେମ୍ପଲିଂ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା କରୋନା ଭାଇରସ୍‌ କମ୍ୟୁନିଟି ଟ୍ରାନ୍ସମିସନ୍‌ ଅର୍ଥାତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ସେ ବିଷୟରେ ଜାଣିବା । ଆଇସିଏମ୍‌ଆର ପକ୍ଷରୁ ଏବେ ଯେଉଁ ରିପୋର୍ଟ ଦିଆଯାଇଛି ତାହା ଅନୁଯାୟୀ କିଛି କ୍ଳଷ୍ଟରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି । ଫ୍ରେବୃଆରୀ ଠାରୁ ଆରମ୍ଭ କରି … Continue reading ପଢ଼ନ୍ତୁ ଦେଶରେ କରୋନାର ସ୍ଥିତି ନେଇ କ’ଣ କହୁଛି ଆଇସିଏମ୍‌ଆର ରିପୋର୍ଟ