ରାଜ୍ୟର ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା ଦେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା  ପ୍ରଦାନ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ  ।  ପୂର୍ବ ତଥ୍ୟ ଅନୁଯାୟୀ ଭଦ୍ରକରୁ ୫ ଜଣ ଏବଂ ବାଲେଶ୍ୱରରୁ ୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୬୮ ରେ ପହଞ୍ଚିଛି । ଭଦ୍ରକର ସଂକ୍ରମିତ ସମସ୍ତ ୫ ଜଣ ପୁରୁଷ ।  ୬୨ ନମ୍ବର ଆକ୍ରାନ୍ତଙ୍କ ବୟସ ୪୮ ବର୍ଷ ହୋଇଥିବା … Continue reading ରାଜ୍ୟର ନୂତନ ୭ କରୋନା ସଂକ୍ରମିତଙ୍କ ସବିଶେଷ ସୂଚନା ଦେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ