୨୦୦ ନୂଆ ଟ୍ରେନ୍ : ରିଜର୍ଭେସନ୍ କରାଇବାକୁ ଚାହୁଁଛନ୍ତି କି ? ପ୍ରଥମେ ଜାଣି ନିଅନ୍ତୁ ଟିକେଟ୍ ବୁକିଂ ଓ ଯାତ୍ରାର ୧୦ ନିୟମ

ନୂଆଦିଲ୍ଲୀ: ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ପାଇଁ ଖୁସୀଖବର । ଭାରତୀୟ ରେଳବାଇ ଜୁନ୍ ୧ ତାରିଖରୁ ୨୦୦ ନୂଆ ଟ୍ରେନ୍ ଟ୍ରାକରେ ଦୌଡାଇବ । ଏଥିପାଇଁ ଟିକେଟ୍ ବୁକିଂ ୨୧ ମେ’ ଅର୍ଥାତ୍ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇସାରିଛି । ଏହି ଟ୍ରେନ୍ ଗୁଡିକର ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି । ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଏହି ସବୁ ଟ୍ରେନରେ ଜେନରାଲ କୋଚ୍ ରହିବ ଓ ଏଥିରେ ମଧ୍ୟ ଯାତ୍ରା ପାଇଁ … Continue reading ୨୦୦ ନୂଆ ଟ୍ରେନ୍ : ରିଜର୍ଭେସନ୍ କରାଇବାକୁ ଚାହୁଁଛନ୍ତି କି ? ପ୍ରଥମେ ଜାଣି ନିଅନ୍ତୁ ଟିକେଟ୍ ବୁକିଂ ଓ ଯାତ୍ରାର ୧୦ ନିୟମ