ଜଳବନ୍ଦୀ ଓଡ଼ିଶା… କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ ?

ଭୁବନେଶ୍ୱର: ବର୍ଷା ପରେ ରାଜ୍ୟରେ ବନ୍ୟାର ବିଭୀଷିକା । ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ସବୁ ନଦୀର ଜଳସ୍ତର ରହିଛି ବିପଦ ସଂକେତ ତଳେ । ତେବେ, ହୀରାକୁଦର ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୨୦ ଘନଫୁଟ୍ ଜଳ ପ୍ରବେଶ କରୁଛି । ୪୬ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ହୀରାକୁଦରୁ ନିଷ୍କାସିତ ହେଉଛି ୭ ଲକ୍ଷ ୬୫ କ୍ୟୁସେକ୍ … Continue reading ଜଳବନ୍ଦୀ ଓଡ଼ିଶା… କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ ?