ହ୍ୱାଟସ୍ଆପ୍ ଯୋଗେ ପ୍ରଶ୍ନ ପଚାରିବେ ଲୋକେ: ଉତ୍ତର ରଖିବେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କରୋନା ସଂକ୍ରମିତ କିଭଳି ନିଜର ଯତ୍ନ ନେବେ । ହୋମ୍ଆଇସୋଲେସନରେ ଥିବା ବେଳେ କିଭଳି ରହିବେ । ଲକ୍ଷଣ ନଥିଲେ କେଉଁ ଔଷଧ ଖାଇବେ, ଅଳ୍ପ ଲକ୍ଷଣ ଥିଲେ କେଉଁ ଔଷଧ ଖାଇବେ । ଯଦି ପରିବାରର କୌଣସି ଛୋଟ ଛୁଆକୁ କରୋନ ହୋଇଥାଏ ଅବା ଘରର କୌଣସି ବୟସ୍କଙ୍କୁ ତେବେ ସେମାନଙ୍କ ଯତ୍ନ କିଭଳି ନେବେ । କରୋନ ସଂକ୍ରମିତ ଯଦି ପୂର୍ବରୁ ମଧୁମେହ, ରକ୍ତଚାପ, ହୃଦରୋଗ ଭଳି ରୋଗରେ ପୀଡ଼ିତ ଥିଲେ କ’ଣ … Continue reading ହ୍ୱାଟସ୍ଆପ୍ ଯୋଗେ ପ୍ରଶ୍ନ ପଚାରିବେ ଲୋକେ: ଉତ୍ତର ରଖିବେ ସ୍ୱାସ୍ଥ୍ୟ ବିଶେଷଜ୍ଞ