Hathras Case: ମିଡିଆକୁ କାହିଁକି ଡରୁଥିଲେ ଯୋଗୀ ସରକାର, କଣ ଲୁଚାଇବାକୁ ଚାହୁଁଥିଲେ ?

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାର ୫ ଦିନ ପରେ ଯୋଗୀ ସରକାରଙ୍କ ୟୁ ଟର୍ଣ୍ଣ । ତଦନ୍ତ ଆଳରେ ପୀଡ଼ିତାଙ୍କ ମୃତ୍ୟୁ ପରଠାରୁ ହାଥରସ ଗାଁକୁ ପ୍ରଶାସନ ମିଡିଆ, ସମାଜସେବୀ କାହାକୁ ବି ଗାଁକୁ ଛାଡ଼ୁ ନଥିଲା । ପୀଡ଼ିତାଙ୍କ ପରିବାର ସହ ମିଶିବାକୁ ଦେଉନଥିଲା । ପ୍ରାୟ ୫ ଦିନ ପରେ ପ୍ରଶାସନ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଗଣମାଧ୍ୟମକୁ ଛାଡ଼ିଛି । ଅନେକ ଗଣମାଧ୍ୟମ ହାଥରସ ପହଞ୍ଚି ପୀଡିତାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି … Continue reading Hathras Case: ମିଡିଆକୁ କାହିଁକି ଡରୁଥିଲେ ଯୋଗୀ ସରକାର, କଣ ଲୁଚାଇବାକୁ ଚାହୁଁଥିଲେ ?