ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼, ଭାଇ-ଭଉଣୀ ଅଟକ

ନୋଏଡ଼ା: ହାଥରସକୁ ନେଇ ଦେଶରେ ପ୍ରତିବାଦ । ପୀଡ଼ିତାଙ୍କ ପରିବାରକୁ ସମବେଦନା ଦେବାକୁ ଆରମ୍ଭ ହୋଇଛି ନେତାଙ୍କ ରେସ୍ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉଭୟ ଆଜି ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀରୁ ହାଥରସ୍ ବାହାରିଥିଲେ । ହାଥରସ୍ ଯିବା ବାଟରେ ପୋଲିସ ଯମୁନା ଏକ୍ସପ୍ରେସରେ ରାହୁଲ ଗାନ୍ଧିଙ୍କୁ ଅଟକାଇ ଥିଲା । ଏହି ସମୟରେ ଟଣାଓଟରା ବେଳେ ପୋଲିସର ମୁଥ ମାଡ଼ରେ ରାହୁଲ ତଳେ … Continue reading ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼, ଭାଇ-ଭଉଣୀ ଅଟକ