କରୋନା ନହେବା ପାଇଁ ମନ୍ତ୍ରୀ ନେଇଥିଲେ ଟିକା, ହେଲେ ଏବେ ପଜିଟିଭ୍‌ ଚିହ୍ନଟ ! ଦେଖନ୍ତୁ…

ହରିୟାଣା: କରୋନା ଟିକା ନେଇଥିବା ମନ୍ତ୍ରୀ ଏବେ କରୋନା ଆକ୍ରାନ୍ତ । ଏଭଳି ଖବର ସାମ୍ନାକୁ ଆସିଛି ହରିୟାଣାରୁ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ କୋଭାକ୍ସିସନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ନିଜ ଦେହରେ ନେଇଥିଲେ ଡୋଜ୍‌ । ହେଲେ ଏହାର କିଛି ଦିନ ପରେ ସେ ଏବେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । I have been tested Corona positive. I am admitted in Civil Hospital Ambala Cantt. … Continue reading କରୋନା ନହେବା ପାଇଁ ମନ୍ତ୍ରୀ ନେଇଥିଲେ ଟିକା, ହେଲେ ଏବେ ପଜିଟିଭ୍‌ ଚିହ୍ନଟ ! ଦେଖନ୍ତୁ…