ସଂସଦର ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ

ଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ବଜେଟ୍‌ ଅଧିବେଶନ । ଏହା ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ । ଦିନ ୧୧ଟା ୩୦ ମିନିଟରେ ସଂସଦର ଲାଇବ୍ରେରୀ ବିଲ୍ଡିଂରେ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ସେହିପରି ସନ୍ଧ୍ୟା ୬ଟା ୩୦ରେ ଲୋକସଭା ବାଚସ୍ପତି ମଧ୍ୟ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ କେବଳ ଲୋକସଭାର ନେତା ସାମିଲ ହେବେ । ୨ ପର୍ଯ୍ୟାୟରେ ଏହି ବୈଠକର ଆୟୋଜନ କରାଯିବ … Continue reading ସଂସଦର ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ