ପକୁଡ଼ି ବିକୁଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ
ରାୟଗଡ଼ା: ସେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା । ଭାରଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ହେଲେ ଅର୍ଥ ଅଭାବରୁ ଏବେ ସାଜିଛନ୍ତି ରାସ୍ତାକଡ଼ର ପକୁଡ଼ି ବିକାଳି । ରାୟଗଡ଼ାର ସନ୍ତୋଷୀ ଭିମାରପୁ, ଆଗକୁ ବଢିବାର ଆଶା ଥିଲେ ମଧ୍ୟ ଦାରିଦ୍ର୍ୟତା ପାଇଁ ସବୁ ସ୍ୱପ୍ନ ତାଙ୍କର ମଉଳିବାକୁ ବସିଛି । ସ୍ୱର୍ଣ୍ଣ ପଦକ ବିଜେତା ପକୁଡ଼ି ବିକାଳି । କ୍ରୀଡ଼ାବିତଙ୍କ ଅଗ୍ରଗତିରେ ଅର୍ଥ ସାଜିଛି ବାଧକ … Continue reading ପକୁଡ଼ି ବିକୁଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ
Copy and paste this URL into your WordPress site to embed
Copy and paste this code into your site to embed