ରାଜ୍ୟରେ ସ୍ଥାପନ ହେବ ଆଉ ୬ଟି RTPCR ଲ୍ୟାବ୍‌

ଭୁବନେଶ୍ୱର: ରାଜ୍ୟରେ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ରାଜ୍ୟରେ ଆଉ ୬ଟି RTPCR ଟେଷ୍ଟିଂ ଲ୍ୟାବ କରାଯିବା । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଅନୁଗୁଳ, ପୁରୀ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରେ ହେବ ଏହି ୬ଟି ଟେଷ୍ଟିଂ ଲ୍ୟାବ । ଏହାସହ ଅଗଷ୍ଟ ପହିଲାରୁ ଆଇସିଏମଆର ପୋର୍ଟାଲର ରିୟଲ ଟାଇମରେ ସବୁ ରେଜଲ୍ଟ ଉପଲବ୍ଧ ହେବ । ଏବେ … Continue reading ରାଜ୍ୟରେ ସ୍ଥାପନ ହେବ ଆଉ ୬ଟି RTPCR ଲ୍ୟାବ୍‌