ପୁଲୱାମା ଆକ୍ରମଣ ମାମଲା: ବିରୋଧୀଙ୍କୁ ଜୋତାରେ ପିଟିବାକୁ କହିଲେ ଭି.କେ ସିଂହ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା । ଏହି କଥାକୁ ସେଠାକାର ମନ୍ତ୍ରୀ ଫୱାଦ ଚୌଧୁରୀ ଫୁଟାଣି ଦେଖାଇ ଗୁରୁବାର ଦିନ କହିଥିଲେ । ଯାହାକୁ ନେଇ ପାକିସ୍ତାନ ହରଡଘଣାରେ ପଡିଥିବା ବେଳେ ଭାରତରେ ବିରୋଧୀଙ୍କ ଉପରେ ଆକ୍ରାମଣାତ୍ମକ ହୋଇଛି ବିଜେପି । ପୁଲୱାମା ଆକ୍ରମଣ କାଳରେ ଏହା ପଛରେ ଭାରତ ସରକାରଙ୍କ ହାତ ଅଛି ବୋଲି ବିରୋଧୀ ସେତେବେଳ ଅଭିଯୋଗ କରିଥିଲେ । ପୁଲୱାମା ଆକ୍ରମଣ ଇମ୍ରାନଙ୍କ ଉପଲବ୍ଧି ବୋଲି ଗତକାଲି ଫୱାଦ … Continue reading ପୁଲୱାମା ଆକ୍ରମଣ ମାମଲା: ବିରୋଧୀଙ୍କୁ ଜୋତାରେ ପିଟିବାକୁ କହିଲେ ଭି.କେ ସିଂହ
Copy and paste this URL into your WordPress site to embed
Copy and paste this code into your site to embed