କରଣ ଜୋହରଙ୍କ ପାର୍ଟି ଉପରେ ଏବେ NCBର ନଜର, ଭିଡିଓରେ କୋକେନର ବ୍ୟବହାର ନେଇ ସନ୍ଦେହ

ମୁମ୍ବାଇ: ବଲିଉଡ୍‌ର ଡ୍ରଗ୍‌ସ କନେକ୍ସନ୍ ନେଇ ଏନ୍‌ସିବିର ତନାଘନା । ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କୁ ଏନସିବିର ଜେରା । ରିୟାଙ୍କୁ ପଚରାଉଚରା ବେଳେ ରକୁଲଙ୍କ ନାଁ ସାମ୍‌ନାକୁ ଆସିଥିଲା । ଗତକାଲି ହାଇଦ୍ରାବାଦରୁ ମୁମ୍ବାଇ ଆସିଥିଲେ ରକୁଲ । ସେପଟେ କ୍ୱାନ୍ କମ୍ପାନୀର ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଛନ୍ତି । ତାଙ୍କୁ  ଏନ୍‌ସିବି ଡ୍ରଗ୍‌ସ ଲିଙ୍କ୍‌ ନେଇ ପଚରାଉଚରା କରିବ । ବଲିଉଡ୍‌ ଅଭିନେତ୍ରୀ ଦୀପିକାଙ୍କ ହ୍ୱାଟ୍ସଆପ ଚାଟରୁ ଡ୍ରଗ୍ସ … Continue reading କରଣ ଜୋହରଙ୍କ ପାର୍ଟି ଉପରେ ଏବେ NCBର ନଜର, ଭିଡିଓରେ କୋକେନର ବ୍ୟବହାର ନେଇ ସନ୍ଦେହ