କୃଷକ ଆନ୍ଦୋଳନ, ଭାରତ ବନ୍ଦକୁ କଂଗ୍ରେସ ସହ ୧୮ ଦଳର ସମର୍ଥନ
ନୂଆଦିଲ୍ଲୀ: ଦାବିକୁ ନେଇ ଦିଲ୍ଲୀ ସୀମାରେ ଅଡ଼ି ବସିଛନ୍ତି କୃଷକ । ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଲାଗି ଡାକରା ଦେଇଛନ୍ତି । ଆଉ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ଦେଇଥିବା ଏହି ବନ୍ଦ ଡାକରାକୁ ୧୮ଟି ବିପକ୍ଷ ଦଳ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ NCP ମୁଖ୍ୟ ଶରଦ ପାୱାର ଚେତାବନୀ ଦେଇଛନ୍ତି- ଦାବି ଉପରେ ବିଚାର ନକଲେ, ପୂରା ଦେଶବାସୀ କୃଷକଙ୍କ ସହ ଛିଡ଼ା ହେବେ । କୃଷକ ଓ ସରକାରଙ୍କ ମଧ୍ୟରେ … Continue reading କୃଷକ ଆନ୍ଦୋଳନ, ଭାରତ ବନ୍ଦକୁ କଂଗ୍ରେସ ସହ ୧୮ ଦଳର ସମର୍ଥନ
Copy and paste this URL into your WordPress site to embed
Copy and paste this code into your site to embed